ଅର୍ଥ : ଯେ ଅଳଂକୃତ ହୋଇନାହିଁ
							ଉଦାହରଣ : 
							ଅନଳଂକୃତ  ବେଶଭୁଷାବାଦେ ମଧ୍ୟ ସଧବାର ଚେହେରା ଚମକି ଉଠୁଥିଲା
							
ସମକକ୍ଷ : ଅନଳଂକୃତ, ଅବିଭୂଷିତ, ଅମଣ୍ଡିତ, ଅଳଙ୍କାରଶୂନ୍ୟ, ଅସଜ୍ଜିତ
ଅନ୍ୟ ଭାଷାରେ ଅନୁବାଦ :
Lacking embellishment or ornamentation.
A plain hair style.