ଅର୍ଥ : କୌଣସି ଜିନିଷପାଇଁ ପିଲା ବା ସ୍ତ୍ରୀମାନଙ୍କ ଭଳି ଜିଦ୍ କରିବା
							ଉଦାହରଣ : 
							ଦେବିକା ତାର ପ୍ରତ୍ୟେକ କଥା ପୂରଣ ହେବାପାଇଁ ମାଆଙ୍କ ଆଗରେ  ଅଳି କରେ
							
ସମକକ୍ଷ : ଅଝଟ ହେବା, କଟାଳ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी चीज़ के लिए बालकों या स्त्रियों की तरह हठ करना।
देविका अपनी हर बात मनवाने के लिए माँ के सामने मचलती है।