ଅର୍ଥ : ଅଳ୍ପ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
Lack of an adequate quantity or number.
The inadequacy of unemployment benefits.ଅର୍ଥ : ଏକ ଅଳଂକାର
							ଉଦାହରଣ : 
							ଅଳ୍ପରେ ଆଧେୟ ଅପେକ୍ଷା ଆଧାରର ଅଳ୍ପତା ପ୍ରଦର୍ଶିତ କରାଯାଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
							ଉଦାହରଣ : 
							ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
							
ସମକକ୍ଷ : ଅଳ୍ପାଂଶୀୟ, କମ୍, କିଛି, ନ୍ୟୁନାଂଶୀୟ, ନ୍ୟୂନ
ଅନ୍ୟ ଭାଷାରେ ଅନୁବାଦ :
कम अंश से संबंधित या कम अंश का।
इस क्षेत्र का न्यूनांशीय भाग बाढ़ से घिर गया है।