ଅର୍ଥ : ଯେଉଁ ଶକୁନ ଅଶୁଭର ପରିଚାୟକ
							ଉଦାହରଣ : 
							ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା
							
ସମକକ୍ଷ : ଅପଶକୁନ, ଅଲକ୍ଷଣ, ଅଶୁଭ ଚିହ୍ନ, ଦୁର୍ଲକ୍ଷଣ, ବିତ୍ପାତ, ମନ୍ଦ ଲକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଶୁଭ ବା ଖରାପ ଲକ୍ଷଣ
							ଉଦାହରଣ : 
							କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ
							
ସମକକ୍ଷ : ଅଲକ୍ଷଣ, ଅଶୁଭ, କୁଲକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
अशुभ या बुरा लक्षण।
कहीं जाते समय बिल्ली का रास्ता काटना कुलक्षण माना जाता है।An unfavorable omen.
foreboding