ଅର୍ଥ : ଯାହା ବ୍ୟବସ୍ଥିତ ନୁହେଁ
							ଉଦାହରଣ : 
							ଶ୍ୟାମ ଅସଜଡ଼ା କୋଠରୀକୁ  ସଜାଡ଼ୁଛି
							
ସମକକ୍ଷ : ଅବ୍ୟବସ୍ଥିତ, ବ୍ୟବସ୍ଥାହୀନ
ଅନ୍ୟ ଭାଷାରେ ଅନୁବାଦ :
जो व्यवस्थित न हो।
श्याम अव्यवस्थित कमरे को व्यवस्थित कर रहा है।Lacking order or methodical arrangement or function.
A disorganized enterprise.