ଅର୍ଥ : କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ବା ଅଧା ରହିବାର ଅବସ୍ଥା
							ଉଦାହରଣ : 
							ଏହି କାର୍ଯ୍ୟର ଅସମ୍ପୂର୍ଣ୍ଣତା କାରଣରୁ ଅନ୍ୟ କାର୍ଯ୍ୟ ପ୍ରଭାବିତ ହେଉଛି
							
ସମକକ୍ଷ : ଅସମାପ୍ତି
ଅନ୍ୟ ଭାଷାରେ ଅନୁବାଦ :
The state of being crude and incomplete and imperfect.
The study was criticized for incompleteness of data but it stimulated further research.