ଅର୍ଥ : ପରାଧୀନ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ପରାଧୀନତାର ବେଡ଼ିରେ ବନ୍ଦୀ ଭାରତ ୧୯୪୭ରେ ସ୍ୱାଧୀନ ହେଲା
							
ସମକକ୍ଷ : ଗୋଲାମୀ, ଦାସତ୍ୱ, ପରାଧୀନତା
ଅନ୍ୟ ଭାଷାରେ ଅନୁବାଦ :
पराधीन होने की अवस्था या भाव।
पराधीनता की बेड़ी में जकड़ा भारत उन्नीस सौ सैंतालीस में आज़ाद हुआ।