ଅର୍ଥ : ଅମାନ୍ୟ କରିବାର କ୍ରିୟା ବା ଭାବ
							ଉଦାହରଣ : 
							ଜାଲ ଦସ୍ତଖତ ହୋଇଥିବା ଦସ୍ତାବିଜର ଅସ୍ୱୀକୃତି ଆବଶ୍ୟକ
							
ଅନ୍ୟ ଭାଷାରେ ଅନୁବାଦ :
Unsatisfactoriness by virtue of not conforming to approved standards.
unacceptability, unacceptablenessଅର୍ଥ : ସ୍ୱୀକାର ନକରିବା କ୍ରିୟା ବା ଭାବ
							ଉଦାହରଣ : 
							ପ୍ରଧାନାଚାର୍ଯ୍ୟ ମୋର ପ୍ରାର୍ଥନା ପତ୍ର ଉପରେ ନିଜର ଅସ୍ୱୀକୃତି ଜଣାଇଲେ
							
ସମକକ୍ଷ : ଅସମ୍ମତି, ଅସହମତି, ନାମଞ୍ଜୁରୀ
ଅନ୍ୟ ଭାଷାରେ ଅନୁବାଦ :
The act of disapproving or condemning.
disapproval