ଅର୍ଥ : ଦୁଧ ଆଦି ଦ୍ରବ୍ୟକୁ ଚୁଲି ଉପରେ ବସାଇ ବହଳା କରିବାର କାମ
							ଉଦାହରଣ : 
							ଚାରିକିଲୋ ମଇଁଷି ଦୁଧ ଆଉଟିଲେ ଏକ କିଲୋ ରାବିଡି ମିଳେ
							
ସମକକ୍ଷ : ଘାଣ୍ଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ
							ଉଦାହରଣ : 
							ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି
							
ଅନ୍ୟ ଭାଷାରେ ଅନୁବାଦ :