ଅର୍ଥ : ଆକାଶର ଯେଉଁ ମଣ୍ଡଳ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣର ସଞ୍ଚାର ହୋଇଥାଏ
							ଉଦାହରଣ : 
							ଆକାଶକକ୍ଷର ପରିଧି ୧୮୭୧୨୦୬୯୨୦୦୦୦୦୦୦୦           ଯୋଜନ ବୋଲି କୁହାଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
आकाश में वह मंडल जहाँ तक सूर्य की किरणों का संचार है।
आकाशकक्षा की परिधि १८७१२०६९२०००००००० योजन बताई गई है।