ଅର୍ଥ : ଆଗ ଆଡ଼କୁ
							ଉଦାହରଣ : 
							ସେ ଧୀରେଧୀରେ ଆଗକୁ ବଢ଼ିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଗକୁ ଆସୁଥିବା ସମୟରେ
							ଉଦାହରଣ : 
							ଭବିଷ୍ୟତରେ କଣ ହେବ କେହି ଜାଣି ନାହାନ୍ତି
							
ସମକକ୍ଷ : ଅଗତ୍ୟା, ଭବିଷ୍ୟତ କାଳରେ, ଭବିଷ୍ୟତ ରେ, ଭବିଷ୍ୟରେ
ଅନ୍ୟ ଭାଷାରେ ଅନୁବାଦ :