ଅର୍ଥ : ଯେଉଁ ପଦାର୍ଥ ନିଆଁଦ୍ବାରା ଦହକି ଉଠେ
							ଉଦାହରଣ : 
							ଲାଖ, ବାରୁଦ ଆଦି ଆଗ୍ନେୟ ଶ୍ରେଣୀର ଅନ୍ତର୍ଗତ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଦେବତା ଅଗ୍ନି
							ଉଦାହରଣ : 
							ଆଗ୍ନେୟ ଯଜ୍ଞରେ ଦିଆଯାଇଥିବା ଆହୁତି ଅଗ୍ନି ଦେବତାଙ୍କୁ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଗ୍ନି ସମ୍ବନ୍ଧିତ ବା ଅଗ୍ନିର
							ଉଦାହରଣ : 
							ଆତଙ୍କବାଦୀମାନେ ଆଗ୍ନେୟ ଅସ୍ତ୍ରସହ ପ୍ରସ୍ତୁତ ଥିଲେ
							
ସମକକ୍ଷ : ଅଗ୍ନିକ
ଅନ୍ୟ ଭାଷାରେ ଅନୁବାଦ :
Capable of catching fire spontaneously or causing fires or burning readily.
An incendiary agent.