ଅର୍ଥ : ବଙ୍କା ହୋଇଥିବା କଣ୍ଟା
							ଉଦାହରଣ : 
							ଲୁଗା ଟାଙ୍ଗିବାପାଇଁ ରୋହନ କାନ୍ଥରେ ଠାଏଠାଏ ବଙ୍କାକଣ୍ଟା ପିଟିଲା
							
ସମକକ୍ଷ : ବଙ୍କାକଣ୍ଟା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୁହା ଓ ପିତଳରେ ତିଆରି କଂସାରିର ଏକ ସଜ
							ଉଦାହରଣ : 
							କଂସାରି ଆଙ୍କୁଶୀରେ ଭାଟିରୁ ଭସ୍ମ ବାହାର କରୁଛି
							
ଅନ୍ୟ ଭାଷାରେ ଅନୁବାଦ :