ଅର୍ଥ : ବ୍ୟବହାର କରିବା
							ଉଦାହରଣ : 
							ସେ ମୋ ସାଥିରେ ଭଲ ବ୍ୟବହାର କରୁନାହିଁସେ ମୋ ସହିତ କାହିଁକି ଏଭଳି ଆଚରଣ କରୁଛି?
							
ସମକକ୍ଷ : ବ୍ୟବହାର କରିବା
ଅନ୍ୟ ଭାଷାରେ ଅନୁବାଦ :
व्यवहार करना।
वह मेरे साथ अच्छा व्यवहार नहीं कर रहा है।ଅର୍ଥ : ବ୍ୟବହାର ବା ଆଚରଣ କରିବା
							ଉଦାହରଣ : 
							ଆମେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଉଚିତ
							
ସମକକ୍ଷ : ବେଭାରକରିବା, ବ୍ୟବହାର କରିବା
ଅନ୍ୟ ଭାଷାରେ ଅନୁବାଦ :