ଅର୍ଥ : ବେଦ ପଢାଉଥିବା ଲୋକ
							ଉଦାହରଣ : 
							ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
							
ସମକକ୍ଷ : ଗୁରୁ, ଗୁରୁଦେବ, ଶିକ୍ଷାଗୁରୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ
							ଉଦାହରଣ : 
							ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ
							
ଅନ୍ୟ ଭାଷାରେ ଅନୁବାଦ :