ଅର୍ଥ : ଚୌଡ଼ା ମୁହଁ ଥିବା ଏକ ପ୍ରକାର ମାଟି ବାସନ
							ଉଦାହରଣ : 
							ଆଟିକାରେ ଦୁଧ-ଦହି ରଖାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦହି ବସାଯାଉଥିବା ମାଟି ପାତ୍ର
							ଉଦାହରଣ : 
							ମମତା ଦହି ବସାଇବାପାଇଁ ଆଟିକାରେ କ୍ଷୀର ରଖିଛି
							
ଅର୍ଥ : ଛୋଟ ହାଣ୍ଡି
							ଉଦାହରଣ : 
							ମାଆ ଛୋଟ ହାଣ୍ଡିରେ ଦହି ବସାଇଛନ୍ତି
							
ସମକକ୍ଷ : ଛୋଟ ହାଣ୍ଡି, ଠେକି
ଅନ୍ୟ ଭାଷାରେ ଅନୁବାଦ :