ଅର୍ଥ : ଲୋକଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇ ଏକାଠି କରିବା
							ଉଦାହରଣ : 
							ରାଜସ୍ୱ ନିରୀକ୍ଷକ ଖଜଣା ଆଦାୟ କରୁଛନ୍ତି  ଗୁଣ୍ଡାମାନେ ନିଜନିଜ ଅଂଚଳରେ ସାପ୍ତାହିକ ବଟି ଆଦାୟ କରନ୍ତି
							
ସମକକ୍ଷ : ଅସୁଲ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୋକମାନଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇକରି ଏକାଠି କରିବା
							ଉଦାହରଣ : 
							ଜମିଦାର ଲୋକଙ୍କଠାରୁ କର ଆଦାୟ କଲେ
							
ସମକକ୍ଷ : ଅସୁଲ କରିବା
ଅର୍ଥ : ଅନ୍ୟଠାରୁ ନିଜର ଧନ ବା ବସ୍ତୁ ନେବା
							ଉଦାହରଣ : 
							ମହାଜନ ଆସାମୀମାନଙ୍କଠାରୁ ଦୁଇଗୁଣା ଆଦାୟ କରନ୍ତି
							
ସମକକ୍ଷ : ଅସୁଲ କରିବା
ଅନ୍ୟ ଭାଷାରେ ଅନୁବାଦ :