ଅର୍ଥ : କାହାର ମନରେ କୌଣସି କଥାର ଇଚ୍ଛା ବା ଉତ୍କଂଠା ଉତ୍ପନ୍ନ କରିବା
							ଉଦାହରଣ : 
							ଭାଇଙ୍କର ବିଦେଶରୁ ଫେରିବା ଖବର ଶୁଣିକରି ଭାଉଜଙ୍କ ମନ ଚଳଚଞ୍ଚଳ ହୋଇଗଲା
							
ସମକକ୍ଷ : ଚଳଚଞ୍ଚଳ ହେବା, ଛନଛନହେବା, ପ୍ରଫୁଲ୍ଲିତହେବା
ଅନ୍ୟ ଭାଷାରେ ଅନୁବାଦ :
किसी के मन में किसी बात की इच्छा या उत्कंठा उत्पन्न करना।
भैया के विदेश से लौटने की ख़बर सुनकर भाभी का मन गुदगुदाया।ଅର୍ଥ : ଚିନ୍ତା ବା ଦୁଃଖ କଥା ଭୁଲି ମନକୁ ଅନ୍ୟ ଆଡ଼େ ଲଗେଇବା
							ଉଦାହରଣ : 
							ଧ୍ୟାନ କଲେ ମନ ଖୁସି ରହେ
							
ସମକକ୍ଷ : ଆମୋଦିତ ହେବା, ଖୁସିହେବା, ପ୍ରଫୁଲ୍ଲିତ ହେବା
ଅନ୍ୟ ଭାଷାରେ ଅନୁବାଦ :