ଅର୍ଥ : କେବଳ ଅଟକଳ ବା ଅନୁମାନରେ ଭାବିବା ବା ଜାଣିବା
							ଉଦାହରଣ : 
							ଆନୁମାନିକ ଧାରଣାରେ ସତକୁ ମିଛ କରାଯାଇ ପାରିବନାହିଁ
							
ସମକକ୍ଷ : ଅନୁମାନିଆ
ଅନ୍ୟ ଭାଷାରେ ଅନୁବାଦ :
केवल अटकल या अनुमान से सोचा या समझा हुआ।
अटकलपच्चू धारणाओं के द्वारा सत्य को झुठलाया नहीं जा सकता।ଅର୍ଥ : ଯାହାକୁ ଅନୁମାନରେ ଚିନ୍ତାକରାଯାଇଥାଏ ବା ବୁଝାଯାଇଥାଏ
							ଉଦାହରଣ : 
							ରାମର ଆନୁମାନିକ ବୟସ କେତେ ହେବ?
							
ଅନ୍ୟ ଭାଷାରେ ଅନୁବାଦ :
Not quite exact or correct.
The approximate time was 10 o'clock.ଅର୍ଥ : କଳ୍ପନାର ଆଧାରରେ
							ଉଦାହରଣ : 
							ସେ କବୀରକୁ ଆନୁମାନିକ ଚାରିକିଲୋ ଅଟା ଦେଲା
							
ସମକକ୍ଷ : ଅନୁମାନତ, ଅନ୍ଦାଜ, ପାଖାପାଖି, ପ୍ରାୟ
ଅନ୍ୟ ଭାଷାରେ ଅନୁବାଦ :
(of quantities) imprecise but fairly close to correct.
Lasted approximately an hour.