ଅର୍ଥ : ବହୁ ତାଲାବିଶିଷ୍ଟ ଅଟ୍ଟାଳିକା ବା ଯେଉଁ ଅଟ୍ଟାଳିକା ବହୁଭାଗରେ ବିଭକ୍ତ
							ଉଦାହରଣ : 
							ମୁମ୍ବାଇରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ଭରପୂର
							
ସମକକ୍ଷ : ବହୁ ତଳ ବିଶିଷ୍ଟ ଅଟ୍ଟାଳିକା
ଅନ୍ୟ ଭାଷାରେ ଅନୁବାଦ :
कई खंडों में बँटा भवन या वह भवन जिसमें कई खंड हों।
मुम्बई में बहुमंजिली इमारतों की भरमार है।ଅର୍ଥ : ବହୁତଳ ପ୍ରାସାଦର କୌଣସି ତାଲାରେ ବିଶେଷ ରୂପେ ନିର୍ମିତ କିଛିଘରରୁ ଗୋଟିଏ ଘର ଯେଉଁଥିରେ ଏକରୁ ଅଧିକ କୋଠରିଥାଏ
							ଉଦାହରଣ : 
							ମୋର ଆପାର୍ଟମେଣ୍ଟ ଦ୍ବିତୀୟ ମହଲାରେ ରହିଛି
							
ସମକକ୍ଷ : ଆପାର୍ଟମେଂଟ, ଫ୍ଳାଟ୍