ଅର୍ଥ : ସାଧୁମାନେ ସାହାରା ନେଉଥିବା ଏକ କାଠ ବାଡ଼ି ଯୁକ୍ତ ପିଢ଼ା
							ଉଦାହରଣ : 
							ସେମାନେ ତାଙ୍କ ଆଶାବାଡ଼ି ଖୋଜୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟା ଲୋକେ ଯେଉଁ ବାଡ଼ିକୁ କାଖ ତଳେ ରଖି ତାହା ସାହାଯ୍ୟରେ ସିଧା ହୋଇ ଚାଲନ୍ତି
							ଉଦାହରଣ : 
							ସେ ଆଶାବାଡ଼ି ସାହାଯ୍ୟରେ ଚାଲୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
A wooden or metal staff that fits under the armpit and reaches to the ground. Used by disabled person while walking.
crutch