ଅର୍ଥ : ନିଜ ସମ୍ପତ୍ତିର ବିଭାଗ ଓ ପରିଚାଳନା ସମ୍ବନ୍ଧୀୟ ବ୍ୟବସ୍ଥା
							ଉଦାହରଣ : 
							ସେ ତାଙ୍କ ଉଇଲ୍ରେ ତାଙ୍କ ଝିଅଙ୍କୁ କିଛି ଦେଲେନାହିଁ
							
ସମକକ୍ଷ : ଇଚ୍ଛାପତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପତ୍ରରେ ଉତ୍ତରାଧିକାର ସୂତ୍ରର ସମସ୍ତ ସର୍ତ୍ତ ଲେଖାଥାଏ
							ଉଦାହରଣ : 
							ଅଜା ଓକିଲଦ୍ୱାରା ଇଚ୍ଛାପତ୍ର ଲେଖୁଥିଲେ
							
ସମକକ୍ଷ : ଇଚ୍ଛା ପତ୍ର, ଓକିଲାତିନାମା
ଅନ୍ୟ ଭାଷାରେ ଅନୁବାଦ :
वह लेख या पत्र जिसमें वसीयत की सब शर्तें लिखी हों।
दादाजी वकील से अपना वसीयतनामा लिखवा रहे हैं।