ଅର୍ଥ : କିଛି ଏଭଳି କରିବା ଯେଉଁଥିରୁ ଉତ୍ତେଜନା ଆସେ
							ଉଦାହରଣ : 
							ଗାୟକ ନିଜର ଉତ୍ସାହ ପୂର୍ଣ୍ଣ ଗୀତରେ ଶ୍ରୋତାମାନଙ୍କୁ ଉତ୍ତେଜିତ କରୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
* कुछ ऐसा करना कि उत्तेजना आए।
गायक अपने जोशीले गानों से श्रोताओं को उत्तेजित कर रहा था।