ଅର୍ଥ : ଯେଉଁ ଶୁଭ ଅବସରରେ ବହୁତ ଲୋକ ଏକତ୍ରିତ ହୁଅ
							ଉଦାହରଣ : 
							ପିଉସୀ ବାହାଘର ଉତ୍ସବରେ ଯୋଗଦେବାକୁ ଆସିଥିଲେ
							
ସମକକ୍ଷ : ଉତ୍ସବ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧୁମଧାମ୍ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ
							ଉଦାହରଣ : 
							ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
धूम-धाम से होने वाला कोई सार्वजनिक, बड़ा, शुभ या मंगल कार्य।
बालदिवस के अवसर पर मेरे विद्यालय में एक समारोह का आयोजन किया गया है।ଅର୍ଥ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
							ଉଦାହରଣ : 
							ଇଦ ଉତ୍ସବ ପୁଣି କେବେ ଆସିବ?
							
ଅନ୍ୟ ଭାଷାରେ ଅନୁବାଦ :
A day or period of time set aside for feasting and celebration.
festivalଅର୍ଥ : ଆନନ୍ଦ ବା ଉତ୍ସାହର ସମାରୋହ ଯେଉଁଥିରେ ଖାଇବା ପିଇବା ଓ ନାଚଗୀତଆଦି ଥାଏ
							ଉଦାହରଣ : 
							ଆମ୍ଭେମାନେ ସମାରୋହରେ ଭାଗ ନେବାକୁ ଯାଇଥିଲୁ
							
ଅନ୍ୟ ଭାଷାରେ ଅନୁବାଦ :