ଅର୍ଥ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
							ଉଦାହରଣ : 
							ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି?  ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ
							
ସମକକ୍ଷ : ଅଭିପ୍ରାୟ, ଆବଶ୍ୟକତା, ପ୍ରୟୋଜନ, ମତଲବ୍, ଲକ୍ଷ
ଅନ୍ୟ ଭାଷାରେ ଅନୁବାଦ :
वह विचार जिसे पूरा करने के लिए कोई काम किया जाए।
इस काम को करने के पीछे आपका क्या उद्देश्य है?ଅର୍ଥ : ବ୍ୟାକରଣରେ ଯାହା ବିଷୟରେ କିଛି କୁହାଯାଏ
							ଉଦାହରଣ : 
							ରାମ ଜଣେ ଭଲ ପିଲା, ଏଥିରେ ରାମ ଉଦ୍ଦେଶ୍ୟ
							
ଅନ୍ୟ ଭାଷାରେ ଅନୁବାଦ :
(grammar) one of the two main constituents of a sentence. The grammatical constituent about which something is predicated.
subjectଅର୍ଥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
							ଉଦାହରଣ : 
							ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି  ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
							
ଅନ୍ୟ ଭାଷାରେ ଅନୁବାଦ :
Concern for your own interests and welfare.
egocentrism, egoism, self-centeredness, self-concern, self-interest