ଅର୍ଥ : ଯେଉଁ ଭୂମିଟି ତାର ପ୍ରାକୃତିକ ରୂପରେ ସାର୍ବଜନିକ ସମ୍ପତ୍ତି ଭାବେ ସୁରକ୍ଷିତ ରଖାଯାଇଛି
							ଉଦାହରଣ : 
							ଏହି ରାଷ୍ଟ୍ରୀୟ ଉଦ୍ୟାନରେ ଅସାଧାରଣ ଜଙ୍ଗଲୀ ଜନ୍ତୁ ଦେଖାଯାଇ ପାରନ୍ତି
							
ସମକକ୍ଷ : ପାର୍କ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବଗିଚାରେ ଲଗାଯାଉଥିବା ଫୁଲ,ଫଳ ବା ବନସ୍ପତି
							ଉଦାହରଣ : 
							ମାଳୀ ଗୋଟିଏ ନୂଆ ଫୁଲ ବଗିଚା ତିଆରି କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
The flowers or vegetables or fruits or herbs that are cultivated in a garden.
garden