ଅର୍ଥ : ବିକାଶ ପ୍ରାପ୍ତ ହେବା
							ଉଦାହରଣ : 
							ଆମ ବେପାର ଧୀରେଧୀରେ ବିକଶିତ ହେଉଛି
							
ସମକକ୍ଷ : ବିକଶିତ ହେବା, ବିକଶିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା
							ଉଦାହରଣ : 
							ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି
							
ସମକକ୍ଷ : ଉନ୍ନତି କରିବା, ବିକାଶ କରିବା, ବଢ଼ିବା
ଅନ୍ୟ ଭାଷାରେ ଅନୁବାଦ :
पहले की अवस्था से अच्छी या ऊँची अवस्था की ओर बढ़ना।
उसका व्यापार दिन-प्रतिदिन उन्नत हो रहा है।