ଅର୍ଥ : କୌଣସି ବସ୍ତୁର ବ୍ୟବହାରରେ ସୁଖ ବା ମଜା ନେବାର କ୍ରିୟା
							ଉଦାହରଣ : 
							ଏହି କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ କାର୍ଯ୍ୟାଳୟର ବସ୍ତୁଗୁଡ଼ିକର ଖୁବ୍ ଉପଭୋଗ କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
							ଉଦାହରଣ : 
							ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
							
ସମକକ୍ଷ : ଖାଇବା, ଗ୍ରହଣ କରିବା, ଭୋଜନ, ସେବନ
ଅନ୍ୟ ଭାଷାରେ ଅନୁବାଦ :
The act of using.
He warned against the use of narcotic drugs.