ଅର୍ଥ : ନବଯୌବନାର ବୃଦ୍ଧିପାଉଥିବା ସ୍ତନ
						 
						 
					
							ଉଦାହରଣ : 
							ବକ୍ଷୋଜ ଉପରେ ଉତ୍ତରୀ ଢାଙ୍କିବାପାଇଁ ମାଆ ଝିଅକୁ ପରାମର୍ଶ ଦେଲେ
							
					
							ସମକକ୍ଷ : 
							ଥନ, ଦୁଧ, ବକ୍ଷୋଜ, ସ୍ତନ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												नव यौवना के उभरते हुए स्तन।
												माँ ने बेटी को अँठली चुनरी से ढाँक कर रखने की सलाह दी।
														
													अँठली, 
अंठी, 
आँठी