ଅର୍ଥ : କପଟ ବା ଆବରଣ ହଟାଇବା
							ଉଦାହରଣ : 
							ଚଞ୍ଚଳା କଚେରୀରେ ତା ଶଶୁରଘର ଲୋକଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କଲା
							
ସମକକ୍ଷ : ନଗ୍ନ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସବୁକିଛି ଛଡ଼ାଇନେବା
							ଉଦାହରଣ : 
							ଲୁଣ୍ଠନକାରୀମାନେ ପଥିକକୁ ଲଙ୍ଗଳା କଲେ
							
ସମକକ୍ଷ : ଲଙ୍ଗଳା କରିବା
ଅନ୍ୟ ଭାଷାରେ ଅନୁବାଦ :