ଅର୍ଥ : ଯାହା ଆଦେଶ ଦିଆଯାଇଛି
						 
						 
					
							ଉଦାହରଣ : 
							ଅଧିକାରୀଙ୍କଦ୍ୱାରା ନିର୍ଦ୍ଦେଶିତ କାର୍ଯ୍ୟକୁ ଚପରାଶି ଜଣକ ତତ୍ପରତାର ସହ କରୁଥିଲା
							
					
							ସମକକ୍ଷ : 
							ଆଜ୍ଞପ୍ତ, ଆଦେଶିତ, ନିର୍ଦ୍ଦେଶିତ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												जिसका आदेश दिया गया हो।
												चपरासी अधिकारी द्वारा आदेशित कार्यों को तत्परता से निपटा रहा है।
														
													आज्ञप्त, 
आज्ञापित, 
आदेशित