ଅର୍ଥ : ସ୍ଥଳରେ ଗତିକରୁଥିବା ବସ୍ତୁଗୁଡ଼ିକ ଖୁବ ଜୋରରେ ଚାଲିବା
							ଉଦାହରଣ : 
							ଚାବୁକ ବାଜିବାରୁ ହିଁ ଘୋଡ଼ା ପବନ ବେଗରେ ଦୌଡ଼ିଲା ଚାବୁକ ଲଗାଇବାରୁ ଘୋଡ଼ା ପବନରେ ଉଡ଼ିଲା
							
ସମକକ୍ଷ : ପବନ ବେଗରେ ଦୌଡ଼ିବା, ପବନରେ ଉଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପବନରେ ଉଡ଼ିବା ବା ଫରଫରହେବା
							ଉଦାହରଣ : 
							ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଫରଫର ହୋଇ ଉଡ଼ୁଛି
							
ସମକକ୍ଷ : ଫରଫର ହୋଇ ଉଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆକାଶ ମାର୍ଗରେ ବା ପବନ ଭିତର ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା
							ଉଦାହରଣ : 
							ଉଡ଼ାଜାହାଜ ସମୁଦ୍ର ଉପରେ ଉଡ଼ୁଥିଲା
							
ସମକକ୍ଷ : ଉଡ଼ାଣ କରିବା
ଅନ୍ୟ ଭାଷାରେ ଅନୁବାଦ :
आकाश मार्ग से या हवा में होकर एक स्थान से दूसरे स्थान पर जाना।
हवाई जहाज़ समुद्र के ऊपर से उड़ रहा था।ଅର୍ଥ : କୌଣସି ଭକ୍ଷଣୀୟ ବସ୍ତୁକୁ ଭକ୍ଷଣକରିବା
							ଉଦାହରଣ : 
							ବିଭାଘରରେ ଅନେକ ଲଡ଼ୁ ଉଡ଼ିଲା
							
ସମକକ୍ଷ : ଖିଆଯିବା, ଭୋଜନ କରାଯିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପବନରେ ଉପରକୁ ଉଠିବା ବା ଖେଳେଇ ହୋଇଯିବା
							ଉଦାହରଣ : 
							ଆକାଶରେ ରଙ୍ଗ ବେରଙ୍ଗ ଗୁଡ଼ି ଉଡୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବା
							ଉଦାହରଣ : 
							ଶେଠଙ୍କ ଜନ୍ମଦିନରେ ଅନେକ ଟଙ୍କା ଉଡ଼ିଗଲା
							
ସମକକ୍ଷ : ଅତ୍ୟଧିକ ଖର୍ଚ୍ଚ କରିବା, ବଦଖର୍ଚ୍ଚ କରିବା
ଅନ୍ୟ ଭାଷାରେ ଅନୁବାଦ :