ଅର୍ଥ : ଏକାନ୍ତରେ ରହିବା ବା ବାସକରିବା ବ୍ୟକ୍ତି
							ଉଦାହରଣ : 
							ଏକାନ୍ତବାସୀ ଋଷିଙ୍କ କୁଟୀର ସେହି ପାହାଡ଼ ଉପରେ
							
ସମକକ୍ଷ : ଏକାନ୍ତବାସୀ, ଏକୁଟିଆ
ଅନ୍ୟ ଭାଷାରେ ଅନୁବାଦ :
एकांत में रहने या निवास करने वाला।
एकांतवासी ऋषि की कुटिया उस पहाड़ी पर है।ଅର୍ଥ : ମାତ୍ର ଗୋଟିଏ
							ଉଦାହରଣ : 
							ଶୀଳା ତାଙ୍କର ଏକମାତ୍ର ସନ୍ତାନ  ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି
							
ସମକକ୍ଷ : ଏକ, ଏକମାତ୍ର, ଏକୋଇ, ଗୋଟିଏ ମାତ୍ର
ଅନ୍ୟ ଭାଷାରେ ଅନୁବାଦ :