ଅର୍ଥ : ତଲ୍ଲୀନ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଦିବାକର ତଲ୍ଲୀନତା ସହିତ ଆପଣା କାମରେ ଲାଗିଥିଲା
							
ସମକକ୍ଷ : ଅଭିନିବିଷ୍ଟତା, ଏକାଗ୍ରତା, ତନ୍ମୟତା, ତଲ୍ଲୀନତା, ନିମଗ୍ନତା, ମନୋଯୋଗିତା
ଅନ୍ୟ ଭାଷାରେ ଅନୁବାଦ :
तल्लीन होने की अवस्था या भाव।
दिवाकर तल्लीनता से अपने काम में लगा हुआ था।