ଅର୍ଥ : କୌଣସି କାର୍ଯ୍ୟ, ସ୍ଥାନ ବା ଦେଶ ଉପରେ ଏକ ବ୍ୟକ୍ତି, ଦଳ ବା ସମାଜର ହେଉଥିବା ଆଧିପତ୍ୟ
							ଉଦାହରଣ : 
							ଏକ ସମୟରେ ଭାରତ ଉପରେ ଇଂରେଜମାନଙ୍କ ଏକାଧିପତ୍ୟ ଥିଲା
							
ଅନ୍ୟ ଭାଷାରେ ଅନୁବାଦ :
किसी कार्य, स्थान या देश पर एक व्यक्ति, दल या समाज का होनेवाला आधिपत्य।
एक समय भारत पर अंग्रेजों का एकाधिपत्य था।ଅର୍ଥ : କୌଣସି ବସ୍ତୁ, କାମ ବା ବେପାରଆଦି ଉପରେ କୌଣସି ବ୍ୟକ୍ତି, ଦଳ, ବା ସମାଜର ସମ୍ପୂର୍ଣ୍ଣ ଅଧିକାର
							ଉଦାହରଣ : 
							ଏହି ବେପାରରେ ତାର ଏକାଧିପତ୍ୟ
							
ସମକକ୍ଷ : ଏକାଧିକାର
ଅନ୍ୟ ଭାଷାରେ ଅନୁବାଦ :