ଅର୍ଥ : ଓଜନିଆ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଓଜନିଆ ହୋଇଥିବାରୁ ସେ ଏହି ବସ୍ତୁକୁ ଉଠାଇପାରିଲା ନାହିଁ
							
ସମକକ୍ଷ : ଭାରି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ମହତ୍ତ୍ୱ ଆଦି ଅଧିକ ବା ଯେଉଁଥିରେ ଗୁରୁତ୍ୱ ରହିଛି
							ଉଦାହରଣ : 
							ଆମକଥାଠାରୁ ଗୁରୁଜୀଙ୍କ କଥା ଗୁରୁତ୍ୱପୂର୍ଣ୍ଣ
							
ସମକକ୍ଷ : ଗୁରୁତ୍ୱପୂର୍ଣ୍ଣ, ଭାରୀ
ଅନ୍ୟ ଭାଷାରେ ଅନୁବାଦ :