ଅର୍ଥ : ଯାହା କହିବା ଯୋଗ୍ୟ
							ଉଦାହରଣ : 
							ଆପଣ ଏହି କଥାକୁ ଡେଙ୍ଗୁରାପିଟି କାହିଁକି କହିବୁଲୁଛନ୍ତି, ଏହା କଥନୀୟ ନୁହେଁ
							
ସମକକ୍ଷ : କଥ୍ୟ, କହିବା ଯୋଗ୍ୟ, କହିବାର କଥା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବର୍ଣ୍ଣନା କରିବା ଯୋଗ୍ୟ
							ଉଦାହରଣ : 
							ଆଜି ଯାହା କିଛି ବି ମୋ ସହିତ ଘଟିଲା ତାହା ବର୍ଣ୍ଣନୀୟ
							
ଅନ୍ୟ ଭାଷାରେ ଅନୁବାଦ :
Capable of being described.
describable