ଅର୍ଥ : କାହାରିକୁ କରିବାପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ଠିକାଦାର ଶ୍ରମିକଙ୍କଦ୍ୱାରା କାମ କରାଉଛି
							
ସମକକ୍ଷ : ପ୍ରବର୍ତ୍ତାଇବା, ପ୍ରବୃତ୍ତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାର୍ଯ୍ୟ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ଏ କାମ କରାଇବା ପରେ ମୁଁ ଆପଣଙ୍କ କାମ କରାଇବି
							
ଅନ୍ୟ ଭାଷାରେ ଅନୁବାଦ :
कोई काम किसी और से कराना।
यह काम कराने के बाद मैं आपका काम कराऊँगा।