ଅର୍ଥ : କାହା ଉପରେ ଲଗାଯାଇଥିବା ଦୋଷ
							ଉଦାହରଣ : 
							ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
							
ସମକକ୍ଷ : ଅପବାଦ, ଅପଯଶ, କାଳିମା, ଦୋଷ, ଲାଞ୍ଛନ
ଅନ୍ୟ ଭାଷାରେ ଅନୁବାଦ :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementଅର୍ଥ : ଏପରି କଥା, ଶବ୍ଦ, ତତ୍ତ୍ୱଆଦି ଯାହା ବିଶେଷ ବା ସାମାନ୍ୟ ନିୟମର ବିରୋଧ
							ଉଦାହରଣ : 
							ଏ ନିୟମର କିଛି ଦୁର୍ନାମ ମଧ୍ୟ ଅଛି
							
ସମକକ୍ଷ : ଅପବାଦ, ଦୁର୍ନାମ, ନିନ୍ଦା
ଅନ୍ୟ ଭାଷାରେ ଅନୁବାଦ :
An instance that does not conform to a rule or generalization.
All her children were brilliant; the only exception was her last child.