ଅର୍ଥ : ଦୁଇ ବା କିଛି ଲୋକଙ୍କ ମଧ୍ୟରେ ଝଗଡ଼ା କରାଉଥିବା ବ୍ୟକ୍ତି
						 
						 
					
							ଉଦାହରଣ : 
							ଜଣେ କଳିଆ ବ୍ୟକ୍ତିଙ୍କ କଥାରେ ପଡ଼ି ରାମ ଏବଂ ଶ୍ୟମ ଲଢ଼ିବାକୁ ବସିଗଲେ
							
					
							ସମକକ୍ଷ : 
							କଳିହା, କାଣ୍ଡୁଆ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												दो या कई व्यक्तियों में झगड़ा करानेवाला।
												एक कुटने की बातों में आकर राम और श्याम लड़ बैठे।
														
													कुटना