ଅର୍ଥ : କାନ ବା ନାକରେ ପିନ୍ଧୁଥିବା ଏକ ଗହଣା
							ଉଦାହରଣ : 
							ଶୀଲା କାନରେ କାନଫୁଲ ପିନ୍ଧିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାନରେ ପିନ୍ଧା ଯାଉଥିବା ଏକ ଗହଣା
							ଉଦାହରଣ : 
							ଗୀତାର ଗୋଟିଏ କାନର କାନଫୁଲ ହଜି ଯାଇଛି
							
ସମକକ୍ଷ : ଅବତଂସ, କର୍ଣ୍ଣଭୂଷଣ, କୁଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
Jewelry to ornament the ear. Usually clipped to the earlobe or fastened through a hole in the lobe.
earring