ଅର୍ଥ : ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
							ଉଦାହରଣ : 
							ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ ଖାଇବାକୁ ଦିଅନ୍ତି
							
ସମକକ୍ଷ : କୁମାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
							ଉଦାହରଣ : 
							ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
							
ସମକକ୍ଷ : ଅବିବାହିତ ନାରୀ, ଅବିବାହିତା, କୁମାରୀ
ଅନ୍ୟ ଭାଷାରେ ଅନୁବାଦ :