ଅର୍ଥ : ତିଳକ ଲଗାଇବାପାଇଁ ବ୍ୟବହୃତ ପ୍ରସିଦ୍ଧ ଲାଲ ଚୂର୍ଣ୍ଣ ଧାର୍ମିକ ଅନୁଷ୍ଠାନମାନଙ୍କରେ ଯାହାର ବ୍ୟବହାର ହୋଇଥାଏ
							ଉଦାହରଣ : 
							ସେ ପ୍ରତିଦିନ କୁମକୁମ ଚନ୍ଦନ ଆଦି ଦେଇ ପ୍ରଭୁଙ୍କୁ ପୂଜା କରେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଧ୍ୟମ ଶ୍ରେଣୀର ଓ ସାଧାରଣତଃ ବଜାରରେ ମିଳୁଥିବା କେଶର
							ଉଦାହରଣ : 
							ରମେଶ କୁଙ୍କୁମର ବଡ ବେପାରି
							
ଅନ୍ୟ ଭାଷାରେ ଅନୁବାଦ :