ଅର୍ଥ : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
							ଉଦାହରଣ : 
							ଆଖୁ ହାତୀର ଅତି ପ୍ରିୟ
							
ସମକକ୍ଷ : ଗଜ, ନାଗ, ମାତଙ୍ଗ, ହସ୍ତୀ, ହାତୀ
ଅନ୍ୟ ଭାଷାରେ ଅନୁବାଦ :
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
हाथी को गन्ना बहुत ही प्रिय है।Five-toed pachyderm.
elephantଅର୍ଥ : ରାମଙ୍କ ସେନାର ଗୋଟିଏ ବାନର
							ଉଦାହରଣ : 
							ପୁରାଣମାନଙ୍କରେ କୁଞ୍ଜରଙ୍କ ବର୍ଣ୍ଣନା ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being