ଅର୍ଥ : ଯାହାର ପରିବାର ବା କୁଟୁମ୍ବ ଅଛି
							ଉଦାହରଣ : 
							ଅନାଥ ରାଜ ବାହାଦୁର ଆଜି ଜଣେ କୁଟୁମ୍ବୀ ବ୍ୟକ୍ତି
							
ସମକକ୍ଷ : ପରିବାରଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୁଟୁମ୍ବ ସମ୍ବନ୍ଧୀୟ ବା କୁଟୁମ୍ବର
							ଉଦାହରଣ : 
							କୁଟୁମ୍ବୀ ସର୍ଦାରମାନେ ନିଜନିଜ ମଧ୍ୟରେ ଲଢ଼େଇ କରୁଛନ୍ତି
							
ସମକକ୍ଷ : ବଂଶୀୟ
ଅନ୍ୟ ଭାଷାରେ ଅନୁବାଦ :