ଅର୍ଥ : ଯାହାର ସଙ୍କୋଚ ବା ଦ୍ୱିଧା ଅଛି
							ଉଦାହରଣ : 
							ସେ କୁଣ୍ଠିତ ସ୍ୱରରେ ଖାଦ୍ୟ ମାଗିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଫଳତାରୁ ନିରାଶ
							ଉଦାହରଣ : 
							ଆଶାଶୂନ୍ୟ ହୋଇ ବ୍ୟକ୍ତିଟି ଆତ୍ମହତ୍ୟା କରିଦେଲା
							
ସମକକ୍ଷ : ଆଶାଶୂନ୍ୟ
ଅନ୍ୟ ଭାଷାରେ ଅନୁବାଦ :
Disappointingly unsuccessful.
Disappointed expectations and thwarted ambitions.