ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							ଉଦାହରଣ : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
ସମକକ୍ଷ : ଡିଆଁମାରିବା, ଡେଇଁବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ଉଦାହରଣ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
ସମକକ୍ଷ : କୁଦା ମାରିବା, ଡେଇଁବା, ଲମ୍ଫ ଦେବା
ଅର୍ଥ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							ଉଦାହରଣ : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
ସମକକ୍ଷ : ଡେଇଁବା, ଲମ୍ଫପ୍ରଦାନ କରିବା
ଅନ୍ୟ ଭାଷାରେ ଅନୁବାଦ :