ଅର୍ଥ : କୌଣସି ସୁନ୍ଦର ବା ପ୍ରିୟ ମନୁଷ୍ୟ ବା ବସ୍ତୁ ଉପରେ ପଡ଼ୁଥିବା ଦୃଷ୍ଟିର ଖରାପ ପ୍ରଭାବ
							ଉଦାହରଣ : 
							ଲୋକଙ୍କ ନଜର ଦୃଷ୍ଟିରୁ ବଞ୍ଚାଇବାପାଇଁ ମା’ ତାର ପିଲା ମଥାରେ କଳା ଟୋପା ଲଗାଇଦେଲେ
							
ସମକକ୍ଷ : କୁନଜର, ଖରାପ ଦୃଷ୍ଟି, ନଜର
ଅନ୍ୟ ଭାଷାରେ ଅନୁବାଦ :
A look that is believed to have the power of inflicting harm.
evil eye