ଅର୍ଥ : ଏକ ପ୍ରକାରର ଲତା
							ଉଦାହରଣ : 
							କୁନ୍ଦୁରି ଲତାରେ ପୋଟଳ ଆକାରର ଫଳ ଧରେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ଲତାରୁ ପ୍ରାପ୍ତ ପୋଟଳ ଆକାରର ଫଳ ଯାହାକୁ ତରକାରି କରାଯାଏ
							ଉଦାହରଣ : 
							ଶୀଲା କୁନ୍ଦୁରି ତରକାରି ତିଆରି କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
एक प्रकार की लता से प्राप्त परवल के आकार का फल जिसकी सब्जी बनाई जाती है।
शीला कुंदरू की सब्जी बना रही है।