ଅର୍ଥ : ମିଛିମିଛିକା ବା ଦେଖେଇହେବା କାନ୍ଦଣା
							ଉଦାହରଣ : 
							କଥା କଥାକେ କୁମ୍ଭୀର କାନ୍ଦଣା କାନ୍ଦିବା  ଯେ କେହି ତୁମ ନିକଟରୁ ଶିଖିବ
							
ସମକକ୍ଷ : ଦେଖେଇହେବା କାନ୍ଦଣା
ଅନ୍ୟ ଭାଷାରେ ଅନୁବାଦ :
झूठमूठ के आँसू या दिखावटी आँसू।
बात-बात पर मगरमच्छी आँसू बहाना कोई तुमसे सीखे।ଅର୍ଥ : ଉପରକୁ ଦେଖାଯାଉଥିବା
							ଉଦାହରଣ : 
							ରାମୁ ଏବଂ ମୋହନଙ୍କ ସଂପର୍କ ଦେଖାସୁନ୍ଦର  କିଛିଲୋକ କୁମ୍ଭୀର କାନ୍ଦଣା କାନ୍ଦନ୍ତି
							
ସମକକ୍ଷ : ଦେଖାସୁନ୍ଦର
ଅନ୍ୟ ଭାଷାରେ ଅନୁବାଦ :
Lacking substance or vitality as if produced by painting.
In public he wore a painted smile.